ଟାଙ୍ଗୀ ଦୂର୍ଗାଚରଣ ଚିଲିକା ମହା ବିଦ୍ୟାଳୟ ପରୀକ୍ଷା ଦେଲା ବେଳେ ଦୁଇ ଛାତ୍ରୀ ହେଲେ ଗୁରୁତର

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ପରୀକ୍ଷା ଦେଲା ବେଳେ ଅଘଟଣ ୨ ଦିନରେ ୨ ଛାତ୍ରୀ ହେଲେ ଗୁରୁତର | ଜଣେ ଛାତ୍ରୀ ଏମସ୍ ରେ ଭର୍ତି | ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଳା ଟାଙ୍ଗୀ ଦୂର୍ଗା ଚରଣ ଚିଲିକା ମହା ବିଦ୍ୟାଳୟରେ | + ୩ ପ୍ରଥମ ଶ୍ରେଣୀର ପରୀକ୍ଷା ଦେଉଥିବା ବେଳେ ଘଟିଛି ଘଟଣା | ପ୍ରଥମ ଦିନରେ ପୂଜା ସାମନ୍ତରାୟ ଗୁରୁତର ହୋଇ ବର୍ତମାନ ଏମ୍ ସ ମେଡିକାଲ୍‌ରେ ଚିକିସ୍ଚିତ ହେଉଛନ୍ତି । ସେହିଭଳି ଆଜି କ୍ରିଷ୍ଟା ନାମକ ଛାତ୍ରୀ ଗୁରୁତ୍ବର ହୋଇଛନ୍ତି | ନା ଅଛି ପଙ୍ଖାର ସୁବିଧା ନା ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା | ନାହିଁ ନାହିଁରେ ଚାଲିଛି ମହାବିଦ୍ୟାଳୟ |

Comments are closed.