ଅଟୋକୁ ଧକ୍କା ଦେଲା ଡମ୍ପର , 4 ଗୁରୁତର
ବସ୍ତା(ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥର ରାଉତ ମନ୍ଦାରୁଣୀ ଛକ ନିକଟରେ ସନ୍ଧ୍ୟା ସମୟରେ ଜଳେଶ୍ଵର ପଟୁ ଆସୁଥିବା ଏକ ଅଟେ।କୁ ପଛ ପଟରୁ ଧକ୍କା ଦେଲା ବାଲି ଭର୍ତ୍ତି ଡମ୍ପର । ଘଟଣାସ୍ଥଳରେ ଅଟେ। ଓଲଟିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କୁ ତତକ୍ଷଣାତ ସ୍ଥାନୀୟ ଲୋକମାନେ ଜଳେଶ୍ଵର ଭଟ୍ଟର ଚିକିତ୍ସାଳୟକୁ ପଠାଇଥିଲେ । ସୂଚନା ଯୋଗ୍ୟ କମର୍ଦ୍ଧା ପଞ୍ଚାୟତର ବାର ମାଇଲ ପାଖର ଜୟନ୍ତୀ ଭୂୟୁଁ। , ସବିତା ମଣ୍ଡଳ ଏବଂ ଜଣେ ୨ ବର୍ଷର ପିଲା ଅଟେ। ରେ ଘରକୁ ଆସୁଥିଲେ, ଉପରୋକ୍ତ- ଅଟୋର ଚାଳକ ମହେଶ୍ଵର ମଣ୍ଡଳ ମଧ୍ୟ ଡମ୍ପର ଧକ୍କାରେ ଅଟେ। ତଳେ ଚାପି ହୋଇ ଗୁରୁତର ହେବା ଜଣାପଡିଛି । ପ୍ରଥମେ ଜଳେଶ୍ଵରରେ ଚିକିତ୍ସା ହୋଇ ଗୁରୁତର ଅବସ୍ଥାରେ ବାଲେଶ୍ଵର ସ୍ଥlନାନ୍ତରିତ ହୋଇଛନ୍ତି |
Comments are closed.