ପୋଲିସକୁ ବଡ ସଫଳତା : ଟଳିଲେ ୧୪ ଜଣ ମାଓବାଦୀ
ମାଲକାନଗିରି ସୀମାରେ ପୋଲିସକୁ ବଡ ସଫଳତା । ଛତିଶଗଡର ସୁକୁମାଜିଲ୍ଲା ଅନ୍ତର୍ଗତ ଗୋଲାପାଲୀ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଆଖିବୁଜା ଗୁଳିବିନିମୟ ହୋଇଛି । ଘଟଣା ସ୍ଥଳରେ ୧୪ ଜଣ ମାଓବାଦୀ ନିହତ ହେବା ସହ ବହୁ ଜଣ ଆହତ ମଧ୍ୟ ହୋଇଛନ୍ତି । ମାଓବାଦୀଙ୍କଠାରୁ ୧୬ ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହାସହ ଜଙ୍ଗଲ ମଧ୍ୟରେ ଏବେବି ପୋଲିସ ଟିମ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
Comments are closed.