ହରିବଂଶଙ୍କ ବିପକ୍ଷରେ ହରିପ୍ରସାଦ

ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ପାଇଁ ଏନଡିଏରେ ହରିବଂଶ ନାରାୟଣ ସିଂହଙ୍କ ବିରୋଧରେ ବିରୋଧୀଦଳ ପକ୍ଷରୁ ପ୍ରାର୍ଥୀ ହେଉଛନ୍ତି ବି.କେ.ହରିପ୍ରସାଦ । ଉଭୟଙ୍କ ପ୍ରାର୍ଥୀପତ୍ର ଠିକଠାକ୍ ଥିବା ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସକାଳ ୧୧ଟା ସମୟରେ ନିର୍ବାଚନ ହେବ ।

Comments are closed.