ସ୍ମାର୍ଟଫୋନର ସ୍ମାର୍ଟ ଅଫର

ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀ ଭିଭୋ ଆଣୁଛି ଆକର୍ଷଣୀୟ ଅଫର । ଏହି ୭୨ତମ ସ୍ୱାଧୀନତା ଦିବସରେ ଭିଭୋ ୭୨ ଘଣ୍ଟାର ଏକ ଅଫର ପ୍ରଦାନ କରୁଛି । ଯେଉଁଥିରେ ମନଲୋଭା ରିହାତି,କ୍ୟାସବ୍ୟାକ ଅଫର,କୁପନ୍ ଡିଲ ଇତ୍ୟାଦି ଉପଲବ୍ଧ ରହିବ । ଏହି ଅଫର ଆଗାମୀ ୬ତାରିଖରୁ ଆରମ୍ଭ ହୋଇ ୯ତାରିଖରେ ଶେଷ ହୋଇବ ।

Comments are closed.