ଜାପାନରେ ପ୍ରବଳ ଖରା: ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଜାପାନରେ ପ୍ରବଳ ଖରା ଅନୂଭୁତ ହେଉଛି । ଯେଉଁଥିପାଇଁ ଗତ ୭ ଦିନ ମଧ୍ୟରେ ପ୍ରାୟ ୬୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦେଶର ଅନେକ ସହରରେ ୪୨ ଡିଗ୍ରିରୁ ଅଧିକ ତାପମାତ୍ରା ରହୁଥିବା ସମୟରେ ତାପମାତ୍ରାର ଆହୁରି ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।

Comments are closed.