ଆସନ୍ତା ୨୦ ତାରିଖରେ ଲୋକାର୍ପିତ ହେବ ଟି-ସେତୁ

ଭୁବନେଶ୍ବର: ମହାନଦୀରେ ଯୋଡି ହେଲା ଆଉ ଏକ ସମ୍ପର୍କର ସେତୁ । ଆସନ୍ତା ୨୦ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ବାଙ୍କୀ-ବୈଦେଶ୍ୱର ଠାରୁ ବଡମ୍ବା ଗୋପିନାଥପୁରକୁ ସଂଯୋଗ ହୋଇଥିବା ଦୀର୍ଘତମ ଟି-ସେତୁ । ଏହି ସେତୁଟି ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବା ସହ ଦୂରତ୍ୱ ମଧ୍ୟ କମିବ |

Comments are closed.