ଆପଣଙ୍କ ଶରୀରର କିଡ଼ନୀ ଖରାପ ହେଉଛି କି ନାହିଁ ଜାଣନ୍ତୁ ଏହି ଲକ୍ଷଣ ମାଧ୍ୟମରେ

ଶରୀରର ଏପରି କିଛି ଅଙ୍ଗ ଅଛି , ଯାହାର ଗତିବିଧି ସମ୍ପର୍କ ରେ ଆମକୁ କିଛି ବି ଆଇଡ଼ିଆ ନଥାଏ । ଶରୀରର ଉପର ଅଂଶ ଯଥା- ହାତ, ଗୋଡ, ମୁହଁ ଆଦିର କ୍ଷତିକୁ ଆମେ ସହଜରେ ଜାଣି ପାରୁ । ପରନ୍ତୁ ଶରୀର ଆଭ୍ୟନ୍ତଣରେ ଥିବା କିଡ଼ନୀର କିଛି ବି କ୍ଷତି ହେଲେ ଆମକୁ ଜଣା ପଡେ ନାହିଁ, ଯେଉଁଥିପାଇଁ ଆମେ ସେ ଦିଗ ପ୍ରତି ଅବହେଳା କରୁ । ଯଦି ଆପଣ ନିଜ କିଡ଼ନୀକୁ ସୁରକ୍ଷିତ ରଖିବା ପାଇଁ ଚାହାନ୍ତି ତାହେଲେ ଧ୍ୟାନ ଦିଅନ୍ତୁ ଏହି ଲକ୍ଷଣ ଉପରେ …

୧ – କୁଣ୍ଡାଇ ହେବା ଓ ଶୁଷ୍କ ତ୍ୱଚା#1. Itchy and dry skin.ଯଦି ଦେହରେ ଏହି ଲକ୍ଷଣ ଦେଖାଦିଏ ତାହାଲେ କିଡ଼ନୀ ଖରାପ ସମ୍ଭାବନା ରହିଛି । ଏହି ଲକ୍ଷଣ ଶରୀରରେ ଅଧିକ ଫସଫରସ କାରଣରୁ ହୋଇଥାଏ ।

୨ – ଅତ୍ୟଧିକ ଥଣ୍ଡା ଲାଗିବା #2. Always feeling cold.

ସବୁବେଳେ ଥଣ୍ଡା ଲାଗିବା କିଡନୀ ସମସ୍ୟା ହେଲେ ହାଡରସ ତିଆରି ହେବାରେ ବାଧା ସୃଷ୍ଟି ହୋଇଥାଏ । ମାନ୍ଦାବସ୍ଥା, ଅନିଦ୍ରା ରହିବା, ଦୁର୍ବଳ ଲାଗିବା ହେଉଛି ଆନେମିଆର ସାଧାରଣ ସଙ୍କେତ ।

୩ – ପାଟିର ଦୁର୍ଗନ୍ଧ
#3. Bad breath.

ପାଟିରୁ ଦୁର୍ଗନ୍ଧ ବାହାରିବା ପାଟିରୁ ଦୁର୍ଗନ୍ଧର ଏକ ମୁଖ୍ୟ କାରଣ ହେଉଛି ଶରୀରରେ ୟୁରିନାରୀ ସଂକ୍ରମଣ । ଯଦି କୈାଣସି ବ୍ୟକ୍ତିର ପାଟିରେ ଧାତୁ ସମ୍ବଦ୍ଧୀୟ ସ୍ୱାଦ ଓ ପାଟି ଦୁର୍ଗନ୍ଧ ହୁଏ ତାହାଲେ ତାହା କିଡନୀ ଖରାପର ଅନ୍ତର୍ଗତ ।

୪ – ଶରୀର ଫୁଲିବା#4. Swelling.

ଯଦି କିଡନୀ ଖରାପ ଥାଏ ପାଦ ଓ ମୁହଁରେ ବିଶେଷ କରି ଫାଣି ଜମିଯାଏ । ଫୁଲିବାର କାରଣ ହେଉଛି ଦେହରେ ଥିବା କୋଷ କଣିକାରେ ଥିବ ଖାଲି ସ୍ଥାନରେ ପାଣି ଜମିବା ।

୫ – ଛାତିରେ ଅତ୍ୟଧିକ ସ୍ପନ୍ଦନ#5. Having palpitations.

ଅସାଧାରଣ ସ୍ପନ୍ଦନ କିଡନୀ ଖରାପ ଥିଲେ ଶରୀରରେ ଖରାପ ପଟାସିୟମ ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ହୃଦୟ ସ୍ପନ୍ଦନକୁ ଅସାମାନ୍ୟ ବା ଅସାଧାରଣ ହୋଇଯାଏ ।

୬ – ଶରୀରର ଉତ୍ତାପ ବୃଦ୍ଧି

#6. High temperature and persistent backaches.
 ଶରୀରରେ ଅଧିକ ତାପମାତ୍ରା ଏହି ରୋଗରେ ଦେହରେ ତାପମାତ୍ରା ଅଧିକ ହେବା ସହ ଗଭୀର ପିଠି ଯନ୍ତ୍ରଣା ହୋଇଥାଏ ।

୭ –  ମାଂସପେଶୀ ବ୍ୟଥା#7. Muscle cramps.ମାଂସପେଶୀରେ ଯନ୍ତ୍ରଣା ଖରାପ ହୋଇଥିବା କିଡନୀ ଆଖପାଖରେ ରହିଥିବା ମାଂସପେଶୀ ଉପରେ ଅସମ୍ଭାଳ ପ୍ରଭାବ ପକାଇଥାଏ । ମାଂସପେଶୀର ଚଳପ୍ରଚଳ କଷ୍ଟ ଦାୟକ ହୋଇଥାଏ ।

୮ – ଉର୍ଦ୍ଧ ରକ୍ତଚାପ#8. High blood pressure.

ଅଧିକ ରକ୍ତଚାପ କିଡନୀ ଖରାପ ଥିଲେ ଦେହରେ ରକ୍ତଚାପ ଅଧିକ ରହିଥାଏ । ରକ୍ତଚାପ ବଢିବା ସହିତ ଲୋକଟି ବାରମ୍ବାର ରାଗିଯାଏ ।

୯ – ଅଧିକ ଥର ପରିସ୍ରା#9. Having trouble thinking clearly.

ବାରମ୍ବାର ପରିଶ୍ରା ହେବା ଶରୀରର କୋଷ କଣିକାରେ ଥିବା ତରଳ ପର୍ଦାଥ ସବୁ ବାହାରକୁ ବାହାରିଥାଏ ।

୧୦ – ଅତ୍ୟଧିକ ଚିନ୍ତା#10. Change in urine - appearance, frequency.

କୈାଣସି ଜିନିଷକୁ ନେଇ ଅତ୍ୟଧିକ ଭାବିବା,  ଭୋକ ନ ଲାଗିବା , ବାରମ୍ବାର ବାନ୍ତି କରିବା, ସ୍ପଷ୍ଟ ଭାବରେ କିଛି ନ ଭାବିପାରିବା ହେଉଛି ଏହାର ଲକ୍ଷଣ । ଯଦି ସମୟ ଥାଉ ଥାଉ ଏହି ସବୁ ଲକ୍ଷଣ ବିଷୟରେ ଜାଣି ନେବା ଦରକାର । ନହେଲେ ଏହା ପରେ ଏକ ମହାମାରୀର ରୁପ ନେବ ।

Comments are closed.