ଆରମ୍ଭ ହେଲା +୨ ପ୍ରଥମ ବର୍ଷ ପାଠପଢା
ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁ୍କ୍ତ ୨ ପାଠପଢା । ଏହା ସହ ସ୍ପଟ ସିଲେକ୍ସନରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ବି ଆଜି ଆଡମିସନ୍ କରିପାରିବେ । ଆଗରୁ ସ୍ପଟ ଆଟମିସନ କରିବାପାଇଁ ୧୯ ରୁ ୨୧ ତାରିଖ ରଖାଯାଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଏହାକୁ ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
Comments are closed.