ଦ୍ୱିତୀୟ ଦିନରେ ପହଁଚିଲା ବ୍ୟାଙ୍କ ଧର୍ମଘଟ

ଦେଶବ୍ୟାପୀ ଚାଲିଥିବା ବ୍ୟାଙ୍କ ଧର୍ମଘଟ ଦ୍ୱିତୀୟ ଦିନରେ ପହଁଚିଛି । ଏହି ଧମଘଟରେ ୧୦ଲଖରୁ ଉଦ୍ଦ ବ୍ୟାଙ୍କ କମଚାରୀ ସାମିଲ ହୋଇଥିଲେ । ଗତକାଲିର ବ୍ୟାଙ୍କ ବନ୍ଦ ଯୋଗୁଁ ୫୦ହଜାର କୋଟିରୁ ଉଦ୍ଧ କାରବାରରେ ପ୍ରଭାବିତ ହୋଇଥିବା ଜଣାପଡିଛି । ବ୍ୟାଙ୍କ ଓ ଏଟିଏମ୍ ବନ୍ଦ ରହିବା ଯୋଗୁଁ ଦେଶର ବହୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

Comments are closed.