ସାଉଦି ଆରବରେ ଏବେ ମହିଳା ବନିବେ ପାଇଲଟ୍

ସବୁ କ୍ଷେତ୍ରରେ ପୁରୁଷଙ୍କୁ ପଛରେ ପକାଇ ଆଗକୁ ବଢୁଛନ୍ତି ନାରୀ । ପରନ୍ତୁ ସାଉଦି ଆରବରେ ରହୁଥିବା ମୁସଲିମ୍ ସଂପ୍ରଦାୟର ମହିଳାମାନଙ୍କୁ ଆଗକୁ ବଢିବା କ୍ଷେତ୍ରରେ ଲାଗିଥିଲା ପ୍ରତିବନ୍ଧକ । ଯାହାକୁ ପରିବର୍ତ୍ତନ କରାଯାଇ Oxford Aviation Academy ପକ୍ଷରୁ ମହିଳାମାନଙ୍କୁ ପାଇଲଟ୍ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦମ୍ମା ସହରରେ ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳାମାନଙ୍କୁ ନେଇ ଏହି ତାଲିମ କେନ୍ଦ୍ର ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏନେଇ ମହିଳାମାନଙ୍କୁ ସ୍ୱାଧୀନତା ମିଳିବା ସହିତ ସେମାନଙ୍କର ଆତ୍ମବିଶ୍ୱାସ ବଢିବ ।

soudi-aviation-academy

Comments are closed.