ସତ କହୁନାହାନ୍ତି ସାରା

ସାରାଙ୍କ ସହିତ ଯୋଡ଼ା ଯାଇଥିଲା । ସେହି ସାରା ହେଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ଏବେ ପୁଣି ତାଙ୍କ ନାଁ ସାରା ଅଲ୍ଲୀ ଖାନଙ୍କ ସହ ଯୋଡ଼ା ଯାଉଛି । ଶୁଭମନଙ୍କ ସହ ଡ଼ିନର ଡେ଼ଟରେ ଯିବା ପରେ ସାରାଙ୍କ ମନ ଗଗନରେ ଉଡ଼ୁଥିବା ଭଳି ମନେ ହେଉଛି ।

କିନ୍ତୁ ସତ କଥା କ’ଣ ସେ ଆଦୌ କହୁନାହାନ୍ତି । ସାରାଙ୍କ ରଙ୍ଗଢ଼ଙ୍ଗ ଦେଖି ତାଙ୍କ ପ୍ରଶଂସକ ମାନେ କହୁଛନ୍ତି ସାରା ପ୍ରେମରେ ପଡ଼ିଛନ୍ତି ସତ । ହେଲେ ସେକଥା ଜଣାଇବାକୁ ସାହାସ କରିପାରୁନାହାନ୍ତି । ଆଗରୁ ସାରାଙ୍କ ନାଁ କାର୍ତ୍ତିକ ଆର୍ଯ୍ୟନ ଓ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଯୋଡ଼ା ଯାଇଥିଲା ।

Comments are closed.