୩ ଦିନରେ ୧୨୦ କୋଟି ଆୟ କଲାଣି ସଞ୍ଜୁ

ବଲିଉଡର ମୁକ୍ତି ଲାଭ କରିଥିବା ରଣବୀର କାପୁର ଅଭିନୀତ ସଞ୍ଜୁ ଚଳଚ୍ଚିତ୍ର ୩ ଦିନ ମଧ୍ୟରେ ପ୍ରାୟଃ ୧୨୦ କୋଟି ଆୟ କରିସାରିଲାଣି । ସନଞ୍ଜ ଦତ୍ତଙ୍କ ଜୀବନ ଶୈଳୀ ଉପରେ ଆଧାରିତ ଏହି ସିନେମାଟି ଦର୍ଶକଙ୍କ ମନକୁ ବେଶ ଝୁଇଛିଁ ବୋଲି ଏଥିରୁ ଜଣାପଡିଛି । ପ୍ରଥମ ଦିନରେ ୪୬ କୋଟି କମେଇଥିବା ବେଳେ ଦ୍ୱିତୀୟ ଦିନରେ ଏହା ୭୩ କୋଟିରେ ପହଞ୍ଚିଥିଲା । ତେବେ ଏହା ରଣବୀରଙ୍କ ପାଇଁ ବଡ ସଫଳତା ଆଣିଦେଇଛି ।

Comments are closed.