ଇରଫାନ ଖାଁନଙ୍କୁ ମିଳିଛି ଆଇକନ୍ ଆୱାର୍ଡ

ବଲିଉଡ ଜଗତରେ ଢେର ନାମ କମାଇଥିବା ଅଭିନେତା ଇରଫାନ ଖାଁନଙ୍କୁ ଏବେ ବିଦେଶରେ ବି ମିଳିଛି ସମ୍ମାନ । ଲଣ୍ଡନରେ ପ୍ରସିଦ୍ଧ କାର୍ଯ୍ୟକ୍ରମ ‘ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ’ ରେ ସ୍ପେଶାଲ ଆଇକନ୍ ଆୱାର୍ଡରେ ସମ୍ମାନିତ କରାଯାଇଛି ଇରଫାନଙ୍କୁ । ତେବେ କର୍କଟ ରୋଗରେ ପୀଡିତ ଥିବାରୁ ସମାରୋହରେ ଯୋଗ ଦେଇ ନଥିଲେ ସେ, ଫଳରେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ବ୍ୟକ୍ତିଗତ ଭାବରେ ପୁରସ୍କାର ଦିଆଯାଇଥିଲା ।

Comments are closed.