ଏବେଠୁ ଇଂରାଜୀ, ଓଡ଼ିଆରେ ଦିଆଯିବ RTI ରିପୋର୍ଟ

ବର୍ତ୍ତମାନ ଶିକ୍ଷା ବିଭାଗ କ୍ଷେତ୍ରରେ ଆରଟିଆଇ ଦ୍ୱାରା କୌଣସି ତଥ୍ୟ ମାଗିଲେ ଇଂରାଜୀ ଓ ଓଡ଼ିଆ ଭାଷାରେ ତଥ୍ୟ ଦିଆଯିବ । ଏନେଇ ସରକାରଙ୍କ ଯୁଗ୍ମ ସଚିବ କଳ୍ପତରୁ ସ୍ୱାଇଁ ମଙ୍ଗଳବାର ଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.