ଦ୍ରୁତଗତି ନେଲା ଜୀବନ , ଡ୍ରାଇଭର ସହ ଦୋକାନୀ ମୃତ

ଗତ କାଲି ରାତିରେ ଏକ ଲୋମ ହର୍ଷକର ଘଟଣା ଘଟିଯାଇଛି କେନ୍ଦ୍ରାପଡାଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ କ୍ରସିଂ ଛକ ନିକଟରେ । ଦ୍ରୁତ ବେଗରେ ଆସୁଥିବା ହାଇୱା ନିଜର ଭାରସ୍ୟାମ ହରାଇ ଏକ ଦୋକାନ ସହ ଦୁର୍ଘଟଣା ଘଟାଇଥିଲା । ଯାହାଫଳରେ ଦୋକାନ ଭିତରେ ଶୋଇଥିବା ବାଳକୃଷ୍ଣ ଜେନାଙ୍କର ମୃତ୍ୟୁ ହେବା ସହ ଡ୍ରାଇଭରର ମୃତ୍ୟୁ ଘଟିଛି । ଘଟଣା ପରେ ପୋଲିସ୍ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି ।

Comments are closed.