୬୦ ବିଲିୟନରେ ପ୍ରସ୍ତୁତ ହେବ ସୋଲାର ପ୍ରକ୍ରିୟା

ଭାରତରେ ହେବାକୁ ଯାଉଛି ଏକ ବଡ ଧରଣର ସୋଲାର ପ୍ରେଜେକ୍ଟ୍ ଯାହାକି ୬୦ ବିଲିୟନରେ ପ୍ରସ୍ତୁତ ହେବ । ସୂଚନାରୁ ଖବର ମିଳୁଛିକି ଜାପାନିର ସଫ୍ଟବ୍ୟାଙ୍କ ସିଇଓ ମାଶାୟୋଶି ସନ୍ ଆସନ୍ତା ସପ୍ତାହରେ ପ୍ରଧାନ ମନ୍ତ୍ରୀଙ୍କୁ ଭେଟ କରି ଏହି ସୋଲାର ବିଷୟରେ ଆଲୋଚନା କରିବେ । ସଫ୍ଟବ୍ୟାଙ୍କର ଯୋଜନା ରହିଛି କି ଏହି ପ୍ରକ୍ରିୟା ୨୦୨୦ ମଧ୍ୟରେ ଆରମ୍ଭ ହେବ ଓ ଏହା ମାଧ୍ୟମରେ ୨ଲକ୍ଷରୁ ଅଧିକ ଲୋକ ରୋଜାଗାର କ୍ଷମ ହୋଇପାରିବେ । ଯାହାକି ବିଶ୍ୱର ବଡ ସୋଲାର ପ୍ରକ୍ରିୟାମାନଙ୍କ ମଧ୍ୟରୁ ଅନ୍ୟତମ ହେବ ।

Comments are closed.