ସଡକ ଦୁର୍ଘଟଣାରେ ୩ ଯୁବକ ଗୁରୁତର

ଜଗତସିଂହପୁର(ଅଜୟ ରାଉତ) – ଜଗତସିଂହପୁର ଜିଲ୍ଲା ୫୫ନଂ ଜାତୀୟ ରାଜପଥ ର କଣିଆ ଛକ ନିକଟରେ ଗତ କାଲି ରାତିରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ବାଲିକୁଦା ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାସ୍ତର ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ମାନେ ତିତିରା ଗ୍ରାମର ସାଗର ମଲ୍ଲିକ , ମହାଦେବ ଦାସ ଏବଂ କୁଳିଆଗାଁର ଧର୍ମାନନ୍ଦ ଶତପଥୀ ବୋଲି ଜଣାପଡିଛି ।

Comments are closed.