RBI ଜାରୀ କଲା ନୂଆ ୧୦୦ଟଙ୍କିଆ ନୋଟ୍

ରିସର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ଜାରୀ ହୋଇଛି ନୂଆ ୧୦୦ ଟଙ୍କିଆ ନୋଟ୍, ଯାହାକି ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ । ନୂଆ ଧରଣରେ ପ୍ରସ୍ତୁତ ହୋଇଥିବା ଏହି ୧୦୦ ଟଙ୍କିଆ ନୋଟ ପଛରେ ରହିଛି ‘ରାନି କି ବାବ’ର ଚିତ୍ର । ଗୁଜୁରାଟ ରାଜ୍ୟର ପାଟନା ସହରରେ ଅବସ୍ଥିତ ‘ରାନି କି ବାବ’ ୱାବଡି ବିଶ୍ୱର ବିରାସତ ସ୍ଥଳ ୧୦୦ ଟଙ୍କିଆ ନୋଟ ପଛରେ ସ୍ଥାନ ପାଇଛି । ତେବେ ନୂଆ ୧୦୦ ଟଙ୍କିଆ ବଜାରକୁ ଆସିବା ପରେ ପୁରୁଣା ୧୦୦ଟଙ୍କିଆ ବନ୍ଦ ହେବ କି ପ୍ରଚଳନ କରାଯିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି ?

Comments are closed.