ରେସ୍ ୩ରେ ସଲମାନଙ୍କ ଜଲବା : ହିଟ୍ ହେଲା ସୋ
ଇଦକୁ ଆଖିରେ ରଖି ଆଜି ମୁକ୍ତି ଲାଭ କରିଛି ବଲିଉଡ୍ ଜଗତର ସୁପରହିଟ୍ ଚଳଚ୍ଚିତ୍ର ରେସ୍ ୩ । ରେସ ପ୍ରଡକ୍ସନର ଏହା ୩ୟ ଅବଦାନ କୁହାଯାଉଥିବାବେଳେ ସୁପରଷ୍ଟାର ସଲମାନ ଖାନ୍ ଏଥିରେ ମୁଖ୍ୟ ଭୁମିକା ରୂପେ ଅଭିନୟ କରିଛନ୍ତି । ତାଙ୍କ ପ୍ରତିଟି ଆକ୍ସନରେ ଥାଏ ଯାଦୁ ଯାହାକି ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥାଏ । ରେମୋ ଡି ସୁଜାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସଲମାନଙ୍କ ବ୍ୟତିତ ଅନିଲ କାପୁର, ଜ୍ୟାକଲିନ୍, ବବି ଦେଓ, ଦୈଶା ଆଦି ନଜର ଆସିଛନ୍ତି । ସବୁ ସିନେମା ହଲ୍ ନିକଟରେ ସକାଳୁ ଗହଳି ଲାଗିରହିଥିବା ବେଳେ ଦେଖିସାରିଥିବା ଦର୍ଶକମାନେ ଏହାର ପ୍ରଂଶସା କରି ଥକୁ ନାହାନ୍ତି ।
Comments are closed.