ସୋ ଆରମ୍ଭ ନ ହେବାରୁ ହଲରେ ଭଙ୍ଗାରୁଜା

ରଜର ମଜା ନେବା ପାଇଁ ପ୍ରାୟ ଲୋକେ ସିନେମା ଦେଖିବାକୁ ପସନ୍ଦ କରନ୍ତି । ସେଥିପାଇଁ ସବୁ ସିନେମା ହଲରେ ଭିଡ ଥିବା ବେଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ଗଣେଶ ସିନେମା ହଲ ନିକଟରେ ମାରପିଟ୍ ଓ ଭଙ୍ଗାରୁଜା ଦେଖିବା ପାଇଁ ମିଳୁଛି । ସୂଚନା ଅନୁସାରେ ,ଓଲିଉଡ ଚଳଚ୍ଚିତ୍ର ‘ସୁନ୍ଦରଗଡର ସଲମାନ୍ ଖାନ ’ ଦେଖିବା ପାଇଁ ୫୦୦ରୁ ଅଧିକ ଲୋକ ସେଠାକୁ ଆସିଥିଲେ । ପରନ୍ତୁ ସିନେମାଟି ଆରମ୍ଭ ହେବା ପାଇଁ ବହୁତ ବିଳମ୍ବ ହେଲା । ଯାହାଦ୍ୱାରା ଲୋକମାନେ ହିଂସାରେ ହଲ ଭଙ୍ଗାରୁଜା ଆରମ୍ଭ କରି ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ।

Comments are closed.