ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ୱିନ ଆହତ: ଚିନ୍ତାରେ ଭାରତ

ଭାରତୀୟ କ୍ରିକେଟ ଦଳକୁ ଏବେ ଏକ ବଡ ଝଟକା ଲାଗିଛି, ଯାହାକୁ ନେଇ ଦଳ ଏବେ ଚିନ୍ତିତ । ଆସନ୍ତା ୧ ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ହିଁ ଭାରତୀୟ ଦଳର ସ୍ୱିନର୍ ଆର. ଅଶ୍ୱିନ ଆହତ ହୋଇଛନ୍ତି । ଅଶ୍ୱିନଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ବେଳେ ସେ ବୋଲିଂ ଓ ବ୍ୟାଟିଙ୍ଗ କରିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି । ଏନେଇ ଭାରତୀୟ ଟିମରେ ଏବେ ଚିନ୍ତାର ବିଷାଦ ଖେଳିଯାଇଛି ।

mahak-tv

Comments are closed.