ଭୁବନେଶ୍ୱରରେ ଘରୋଇ କୋଚିଂ ସେଣ୍ଟର ସିଲ୍

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ବର ଜୟଦେବ ବିହାରରେ ଥିବା ଘରୋଇ କୋଚିଂ ସେଣ୍ଟର ସିଲ୍ ହୋଇଛି । କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ୍ କରିଛି BMC । ଆଜି ଦିନ ତମାମ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ ଜାରି ରହିବ । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ BMCର ୩ଟି ଯାକ ଜୋନରେ ଚଢ଼ାଉ ହେବ ବୋଲି ଜଣାପଡିଛି ।

Comments are closed.