ଆରଏସ୍ଏସ୍ ଉତ୍ସବରେ ପ୍ରଣବଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା

ନାଗାପୁରସ୍ଥିତ ଆରଏସ୍ଏସ୍ କାର୍ଯ୍ୟାଳୟରେ ଆସନ୍ତା ଜୁନ୍ରେ ଅନୁଷ୍ଠିତ ହେବାକୁ ଥିବା ଏକ ଉତ୍ସବରେ ପୂୂର୍ବତନ ରଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାଛଡା ଆରଏସ୍ଏସ୍ ଉତ୍ସବରେ ପ୍ରଣବ କି ପ୍ରକାର ମନ୍ତବ୍ୟ ଦେବେ ତାହା ଉପରେ ସାରା ଦେଶର ନଜର ରହିଛି । ତେବେ ଏହି ଉତ୍ସବରେ ଯୋଗ ନଦେବାକୁ ପୂବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜାଫର ସରିଫ କହିଛନ୍ତି ।

Comments are closed.