ଆଜିଠାରୁ ଦୁଇ ଦିନିଆ ବ୍ୟାଙ୍କ ଧମଘଟ

ବିଭିନ୍ନ ଦାବି ନେଇ ରଷ୍ଟ୍ରାୟତ ବ୍ୟାଙ୍କ କର୍ମଚାରୀଙ୍କ ପକ୍ଷରୁ ଦୁଇ ଦିନିଆ ଧମଘଟର ଡାକରା ଦିଆଯାଇଛି । ଆଜି ଓ ଆସନ୍ତାକୀଲି ଦୁଇ ଦିନ ବ୍ୟାଙ୍କ ଧମଘଟ ଜାରି ରହିବ ବୋଲି ଜଣାପଡିଛି ।

Comments are closed.