ଅଧାବାଟରେ ରହିଲା ଟ୍ରେନ୍ ! ଜାଣନ୍ତୁ କାହିଁକି ?

ଅମୃତସରରୁ ବିଶାଖାପାଟଣାକୁ ଚାଲୁଥିବା ଏକ୍ସପ୍ରେସ୍ ଟ୍ରେନ୍ ହଠାତ୍ ବନ୍ଦ ହୋଇଗଲା, ଯାହା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ତଦନ୍ତ ପରେ ଜଣା ପଡିଲା କି ପାୱାର ଫେଲ୍ ଯୋଗୁଁ ଏପରି ଅଘଟଣ ଘଟିଛି ଢେଙ୍କାନାଳର ଶ୍ୟାମଚରଣ ଷ୍ଟେସନ ନିକଟରେ । ଦିନ ପ୍ରାୟଃ ୧୦ଟା ସମୟରେ ଏପରି ହୋଇଥିବା ବେଳେ ପରେ ଏକ ଇଞ୍ଜିନ ଦ୍ୱାରା ଟ୍ରେନକୁ ଅନ୍ୟ ଯାଗାକୁ ନିଆଗଲା ।

Comments are closed.