ଭାରତରେ ଅଧିକାଂଶ ଲୋକ କେଉଁ ପରିବା ପସନ୍ଦ କରନ୍ତି ?

ଭାରତରେ ସକାଳ ଖାଇବା ପୋହାଠୁ ଆରମ୍ଭ କରି ପରଟା ପର୍ଯ୍ୟନ୍ତ, ଯାହାବି ଖାଇବା ରହିଛି ଆଳୁ ବିନା ସବୁ ଅଧା ଅଧା ଲାଗେ । ଆଳୁ ଏପରି ଏକ ପରିବା ଯାହା ବର୍ଷସାରା ବଜାରରେ ଉପଲବ୍ଧ ହୋଇଥାଏ । ଏହା ସହ ତଦନ୍ତରୁ ଜଣା ପଡିଛି ଯେ, ଭାରତୀୟମାନେ ସବୁଦିନ ଖାଇବାରେ ଆଳୁକୁ ବ୍ୟବହାର କରନ୍ତି । ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ, ଚଣ୍ଡିଗଡ ଓ ହାଇଦ୍ରାବାଦର ଫଳ ଟ୍ରକମାନଙ୍କ ସର୍ଭେ ଦ୍ୱାରା ଜଣା ପଡିଛି କି ଭାରତର ୬୫ % ଲୋକ ଆଳୁକୁ ବହୁତ ପସନ୍ଦ କରିଥାନ୍ତି ।

Comments are closed.