ଆମେରିକାରେ ବୋଟ୍ ଓଲଟି ୮ ମୃତ,୧୦ ଆହତ

ଆମେରିକାର ମିସୌରୀ ରାଜ୍ୟରେ ଗୋଟିଏ ପର୍ଯ୍ୟଟନ ବୋଟ୍ ଓଲଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବୋଟଟି ଚାଲୁଥିବା ସମୟରେ ନିଜର ଭାରସାମ୍ୟ ହରାଇ ଓଲଟିଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Comments are closed.