ପ୍ରଚାର ପାଇଁ କୋରାପୁଟ ଗସ୍ତରେ ପାଣ୍ଡିଆନ

ନିର୍ବାଚନ ପ୍ରଚାର ପାଇଁ କୋରାପୁଟ ଗସ୍ତରେ ବିଜେଡି ନେତା ଭିକେ ପାଣ୍ଡିଆନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି ପାଣ୍ଡିଆନ । ଏହି ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ସ÷ ଭିକେ ପାଣ୍ଡିଆନ ବୈଠକ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ବୈଠକରେ ଯୋଗଦେଇ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ସମୟରେ ଶ୍ରମିକ ମାନଙ୍କ ସହ ଭିଡ଼ିଓ କଲରେ କଥା ହୋଇଛନ୍ତି ଭିକେ ପାଣ୍ଡିଆନ୍ ।

Comments are closed.