ରାଗିଙ୍ଗ ମାମଲାରେ ଦେଶର ଷଷ୍ଠ ସ୍ଥାନରେ ଓଡିଶା

ଶିକ୍ଷାନୁଷ୍ଠାନରେ ରାଗିଙ୍ଗକୁ ରୋକିବା ପାଇଁ ବହୁ ସଚେତନତା ଜାରି ରଖାଯାଉଛି । କିନ୍ତୁ ରାଜ୍ୟରେ ଏହାର କୈାଣସି ପ୍ରଭାବ ଦେଖା ଯାଉନାହିଁ । ସାରା ଦେଶରେ ରାଗିଙ୍ଗରେ ଓଡିଶା ଷଷ୍ଠ ସ୍ଥାନରେ ରହିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ରେ ୟୁଜିସି ପାଖକୁ ଓଡିଶାରୁ ୪୭ଟି ରାଗିଙ୍ଗ ମାମଲା ଯାଇଥିବାର କୁହାଯାଇଛି । କିନ୍ତୁ ବଢୁଥିବା ରାଗିଙ୍ଗ ମାମଲାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅସ୍ୱୀକାର କରୁଛନ୍ତି ।

Comments are closed.