ମୁମ୍ବାଇ ରୋଡ ସୋରେ ଯୋଗଦେଲେ ନବୀନ

ଓଡିଶା ପ୍ରତି ପୁଞ୍ଜିନିବେଶକାରୀଙ୍କ ଧ୍ୟାନ ଆକୃଷ୍ଟ କରିବା ପାଇଁ ଆଜି ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ଏହି ଦୁଇଦିନିଆ ମୁମ୍ବାଇଗସ୍ତରେ କେତେକ ଶିଳ୍ପପତିମାନଙ୍କୁ ଭେଟ କରିବା ସହିତ ଏକ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ଏନେଇ ମୁମ୍ବାଇ ସ୍ଥିତ ତାଜ ପ୍ୟାଲେସରେ ମୁଖ୍ୟମନ୍ତ୍ରୀ ରହଣୀ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ଓ଼ଡିଶାର ଅର୍ଥନୈତିକ କ୍ଷେତ୍ର ବିକଶିତ ହେବ ବୋଲି କୁହାଯାଉଛି ।

Comments are closed.