ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଲେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା। ଦଳରୁ ନିଲମ୍ବତ ହୋଇଥିବା କେନ୍ଦ୍ରାପଡା ସାଂସଦ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦଳ ଛାଡିବା କଥା ଘୋଷଣା କରିଛନ୍ତି । ଖାଲି ଏତିକି ନୁହେଁ, ଆଗାମୀ ଦିନରେ ସେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ । ଏନେଇ ସେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଅବଗତ କରାଇବେ ।

 

Comments are closed.