ସୋସିଆଲ ମିଡିଆ ହେଲା କାଳ, ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ସ୍ୱାମୀ

ବିବାହ ଏପରି ଏକ ବନ୍ଧନ ଯେଉଁଥିରେ ଟିକେ ବି ଭାଗ ମାପ କମ ହେଲେ ସମ୍ପର୍କ ଭାଙ୍ଗିଯାଏ । ନିଜସ୍ୱ ଖୁସିକୁ ତ୍ୟାଗ କରି ଅନ୍ୟ ଖୁସି ପ୍ରାଧାନ୍ୟ ଦେବା ଦରକାର, ନହେଲେ ହୋଇଥାଏ ବିବାଦ । ଏପରି ଏକ ଘଟଣା ଦେଖାଯାଇଛି ରାଜଧାନୀ ଦିଲ୍ଲୀରେ, ଯେଉଁଠି ୩୦ ବର୍ଷର ଏକ ସଫ୍ଟୱେର ଇଞ୍ଜିନିୟର ନିଜ ପତ୍ନୀକୁ ଦେଇଛି ଛାଡପତ୍ର । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପତ୍ନୀ ଜଣକ ବହୁତ ସମୟ ସୋସିଆଲ ମିଡିଆରେ ବ୍ୟସ୍ତ ରହି ସ୍ୱାମୀ ଓ ପରିବାରକୁ ସମୟ ନ ଦେଉଥିବାରୁ ବିବାହ ଭାଙ୍ଗିଛି ପତି ।

Comments are closed.