ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ଖୋର୍ଦ୍ଧା ସ୍ଥାନୀୟ ଦୌରାଜଜ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି | ଏହି ଅଦାଲତରେ ଜମିଜମା, ବ୍ୟାଙ୍କ, ଛୋଟ ମୋଟ ମାମଲାର ସମାଧାନ ଖୁବ ଶୀଘ୍ର ସ୍ୱଳ୍ପ ଖର୍ଚ୍ଚରେ ଅଭିଯୋଗ କାରୀଙ୍କ ସମସ୍ୟାର ସମାଧାନ ହୋଇଥାଏ | ଏହି ଲୋକ ଅଦାଲତ ଦ୍ୱାରା ଗରିବ ଲୋକମାନେ ବହୁଳ ଭାବରେ ଉପକୃତ ହୋଇପାରିବେ |

Comments are closed.