ବଢିଲା ଗ୍ୟାସ୍ ଦର

ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିବା ପରେ ଏବେ ଗ୍ୟାସ୍ର ଦର ବୃଦ୍ଧି ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ ସବ୍ସିଡି ଯୁକ୍ତ ଏଲ୍ପିଜି ମୂଲ୍ୟ ୨ଟଙ୍କା ୩୪ପଇସା ବଢି଼ଥିବା ବେଳେ ସବ୍ସିଡି ମୁକ୍ତ ଏଲ୍ପିଜି ମୂଲ୍ୟ ୪୮ଟଙ୍କା ବୃଦ୍ଧି ଘଟିଛି । ଯାହାକି ଖାଉଟିଙ୍କ ମହଲରେ ଚିନ୍ତାର କାରଣ ସାଜିଛି ।

Comments are closed.