ଆଜିଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା
ଆଜିଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ହେବାର ସମ୍ଭାବନା ରହିଛି । ଏହାଛଡା ଆସନ୍ତା ୫ରୁ ୮ତାରିଖ ମଧ୍ୟରେ ଓଡିଶାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଦିଆଯାଇଛି ।

Prev Post
Next Post
Recover your password.
A password will be e-mailed to you.
Comments are closed.