ଆସନ୍ତା ୯ରୁ ଲଘୁଚାପ !!
ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ସୁଦ୍ଧା ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଦକ୍ଷିଣପୁର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଇଟ୍ ଯୋଗେ ଏହି ସୁଚନା ଦେଇଛନ୍ତି ।
A low pressure area is likely to form over Southeast Bay of Bengal and neighbourhood around 9th November.
— Meteorological Centre, Bhubaneswar (@mcbbsr) November 5, 2021
Comments are closed.