ଗଣ୍ଠି ରୋଗରୁ କେମିତି ପାଇବେ ମୁକ୍ତି, ଜାଣନ୍ତୁ
ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ଅସୁବିଧା ଅଧିକ ଯାଇଥାଏ | ଥଣ୍ଡା ଯୋଗୁ ହାଡ ଓ ଗଣ୍ଠି ଦରଜ ବଢି ଯାଇଥାଏ | ବାସ୍ତବରେ ହାଡ ଜଏଣ୍ଟ ରେ ୟୁରିକ ଏସିଡ ବଢିବା ଯୋଗୁ ଜଏ ଣ୍ଟ ପେନ ବଢିଥାଏ | ଭାରତରେ ପ୍ରତି ୫ ଜଣରେ ଜଣେ ଗଣ୍ଠି ଦରଜରେ ପୀଡିତ | ପୂର୍ବରୁ ବୟସ୍କଙ୍କ ଠାରେ ଏହି ରୋଗ ଦେଖା ଯାଉଥିଲା | ଏବେ କମ ବୟସ୍କ ଙ୍କ ଠାରେ ଏହି ରୋଗ ଦେଖା ଯାଉଛି | ଏହି ରୋଗକୁ ଘେରେଇ ଉପାୟ ଦ୍ୱାରା ଭଲ ଯାଇପାରୁଛି | ଆସନ୍ତୁ ଜାଣିବା ଥଣ୍ଡା ଦିନେ ଏହି ରୋଗୀ କେଉଁ ଜିନିଷ ଖାଇବା ଦରକାର |
1. ରସୁଣ
ଥଣ୍ଡା ଦିନେ ଖାଦ୍ୟରେ ରସୁଣ ଜରୁର ସାମିଲ କରନ୍ତୁ | ରସୁଣରେ ସଲଫର ଓ ଆଣ୍ଟି ଅକ୍ସଇଦାଂତ ଥାଏ | ଯାହା ଦ୍ୱାରା କର୍ଟିଲେଟ ଠିକ ରହିଥାଏ | ଯିଏ ସକାଳେ ଖାଲି ପେଟରେ 2/3 ପାଖୁଡା ରସୁଣ ଖାଆନ୍ତି | ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |
2.ମେଥି
ଗଣ୍ଠି ଦରଜ ପାଇଁ ମେଥି ସେବନ ଜରୁର ଦରକାର | ମେଥିର ଆଣ୍ଟି ଅକ୍ସଇଦାଂତ ଓ ଅନ ସାଟୁରେଟେଡ଼ ଫ୍ୟାଟି ଏସିଡ ଭରପୁର ଥାଏ | 2 ଚାମଚ ମେଥି ପାଣିରେ ଫୁଟାଇ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |
3. ଧଣିଆ
ଧଣିଆ ରେ ଭରପୁର ଆଣ୍ଟି ଅକ୍ସଇଦାଂତ ଥାଏ | ଯାହା ଗଣ୍ଠି ଦରଜରେ ଆରାମ ମିଳିଥାଏ | ପ୍ରତିଦିନ ଧଣିଆ କୁ ଭିଜେଇ ପାଣି ପିଇବା ଦରକାର | ଏହାକୁ ପିଇଲେ ଗଣ୍ଠି ରୋଗରେ ତାଙ୍କୁ ବହୁତ ଆରାମ ମିଳିଥାଏ |
ଗଣ୍ଠି ଦରଜ ରୋଗରେ ଉପଯୁକ୍ତ ଖାଦ୍ୟ
1. ଖାଦ୍ୟ ରେ ଅଧିକ ସବୁଜ ପରିବା ସାମିଲ କରନ୍ତୁ |
2. ଖଟା ଓ ସିଜିନାଲ ଫଳ ଖାଇଲେ ଆରାମ ମିଳିଥାଏ |
3. ଦୁଧ ଓ ଦହି ସେବନ କରନ୍ତୁ |
4. ଚୋକଡ ଥିବା ଅଟା ରେ ରୁଟି ଖାଆନ୍ତୁ |
5. ଗଜା ମୁଗ ଓ ଚଣା ଖାଆନ୍ତୁ |
Comments are closed.