ଜଷ୍ଟିସ କେ.ଏମ୍.ଜୋସେଫ ସୁପ୍ରିମ କୋର୍ଟର ନୂଆ ବିଚାରପତି
ଜଷ୍ଟିସ କେ.ଏମ୍.ଜେସେଫ ଶେଷରେ ଆଜି ସୁପ୍ରିମ କୋର୍ଟର ବିଚାରପତି ଭାବେ ଯୋଗ ଦେଇଛନ୍ତି । ଆସନ୍ତା କାଲି ସେ ଶପଥ ଗ୍ରହର କରିବେ । କଲେଜିୟମ ପକ୍ଷରୁ ବରିଷ୍ଠତା ଭିତିରେ ଜୋସେଫଙ୍କ ନାମକୁ ଗତ ଜାନୁଆରି ମାସରୁ ସୁପାରିଶ କରାଯାଇଥିଲା । ୮ ମାସଧରି ତାଡତୁଡ କରିବା ପରେ ଶେଷରେ କେନ୍ଦ୍ର ସରକାର ଶ୍ରୀ ଜୋସେଫଙ୍କ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଉତ୍ତରାଖଣ୍ଡରେ କଂଗ୍ରେସ ସରକାର ପତନ ଘଟାଇ ଜାରୀ କରାଯାଇଥିବା ରାଷ୍ଟ୍ରପତି ଶାସନକୁ ଶ୍ରୀ ଜୋସେଫ ଖାରଜ କରିଦେଇଥିଲେ ।
Comments are closed.