କେ ରମେଶ ହେଲେ କଣ୍ଣାଟକ ବାଚସ୍ପତି

କଣ୍ଣାଟକ ବାଚସ୍ପତି ଭାବେ କଂଗ୍ରେସର କେ ରମେଶ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ପଦ ପାଇଁ ବିଜେପିର ଏସ୍ ସୁରେଶ କୁମାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ସୁରେଶ ବାଚସ୍ପତି ନିର୍ବାଚନ ପୂବରୁ ପ୍ରାର୍ଥପତ୍ର ପ୍ରତ୍ୟାହାର କରିଥିଲେ । ପରେ ରମେଶ ନିଦ୍ୱର୍ନ୍ଦ୍ୱରେ ନିବାଚିତ ହୋଇଥିଲେ । ତେବେ କଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବହୁମତ ସାବ୍ୟସ୍ତ ପୂର୍ବରୁ ବଡ ବିଜୟ ହୋଇଥିବା କୁହାଯାଉଛି ।

Comments are closed.