ଇସ୍ରୋ ଦ୍ୱାରା ଜାରି ହେଲା ଚନ୍ଦ୍ରର ଫଟୋ, ଯାହାକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ଚନ୍ଦ୍ରଯାନ-୨ ଚାନ୍ଦରେ ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲେ ମଧ୍ୟ ଏହାର ଅର୍ବିଟର ନିୟମିତ ଭାବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୃଥିବୀପୃଷ୍ଠକୁ ପଠାଇବାରେ ଲାଗିଛି । ଅର୍ବିଟରରେ ଲାଗିଥିବା ହାଇ ରେଜୋଲେସନ କ୍ୟାମେରା ସହାୟତାରେ ଉଠାଯାଇଥିବା ଚନ୍ଦ୍ରର କେତୋଟି ଫଟୋ ଇସ୍ରୋ ଦ୍ୱାରା ଜାରି କରାଯାଇଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଅର୍ବିଟରରେ ଉଠାଯାଇଥିବା ଫଟୋରେ ଚନ୍ଦ୍ରମାର ସତହ ଉପରେ ବଡ ବଡ ଖାଲ ହୋଇଥିବା ନଜର ଆସିଛି । ତେବେ ଦେଖନ୍ତୁ ଏହାର କିଛିଟା ଝଲକ୍..

Comments are closed.