ବାରବାଟୀ ମିଳିବ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍

ଚଳିତ ବର୍ଷର ଶେଷ ଆଡକୁ ବା ୨୦୧୯ର ପ୍ରଥମ ଦୁଇ ମାସ ଭିତରେ ବାରବାଟୀ ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳା ଯିବ । କିନ୍ତୁ ଏଥିପାଇଁ କୈାଣସି ସୂଚୀ ପ୍ରକାଶ ପାଇ ନଥିବା ବେଳେ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିବାପାଇଁ ବିସିସିଆଇ ଓସିଏକୁ ଫୋନ ମାଧ୍ୟମରେ ଜଣାଇଛି । ଯେ କୈାଣସି ମ୍ୟାଚ୍ ହେଉ ତାହାକୁ ଆୟୋଜନ ପାଇଁ ଓସିଏ ସବୁବେଳେ ପ୍ରସ୍ତୁତ ବୋଲି ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଳେଇ କହିଛନ୍ତି ।

Comments are closed.