ଆଇଫିଲ ଟାୱାରରେ ଯୋଗ ଦିବସକୁ ପ୍ରତିନିଧିତ୍ୱ କରିବ ଭାରତ

ପ୍ରତିବର୍ଷ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଥିବା ବେଳେ, ଏହାକୁ ଆଖିରେ ରଖି ଭାରତ ମଧ୍ୟ ଯୋଗ ଦିବସ ପାଇଁ ସଜବାଜ ହେବାରେ ଲାଗିଛି । ଫ୍ରାନ୍ସରେ ଥିବା ଭାରତ ଏମ୍ବାସି ଦ୍ୱାରା ଆୟୋଜିତ ଏକ ସଭା ଆଇଫିଲ ଟାୱାର ନିକଟରେ ଅନୁଷ୍ଠିତ ହେବାର ସୂଚନା ମିଳିଛି । ଯୋଗ ଦିବସ ପ୍ରଥମେ ଅଷ୍ଟ୍ରେଲିଆର ପାର୍ଲାମେଣ୍ଟ ଦ୍ୱାରା ଆରମ୍ଭ ହୋଇଥିଲା, ଯାହାର ୪ର୍ଥ ସଂସ୍କରଣ ମାଧ୍ୟମରେ ଯୋଗ ଦିବସ  ଜୁନ୍ ୨୧ରେ ପାଳନ କରାଯିବ ।

Comments are closed.