ଭାଇରାଲ୍ ମେସେଜ୍ ଅସଲି କି ନକଲି ଜାଣିବା ପାଇଁ ଚାହାଁନ୍ତି କି ?
Whatsapp ରେ ବିଭିନ୍ନ ପ୍ରକାରର ମେସେଜ୍ ପଠାଇ ଲୋକପ୍ରିୟତା ହାସଲ କରିବା ପାଇଁ ଚାହଁନ୍ତି ସମସ୍ତେ, ପରନ୍ତୁ ଏହା ଠିକ୍ କି ଭୁଲ୍ କେହି ଜାଣି ପାରନ୍ତି ନାହିଁ । ଲୋକମାନଙ୍କର ଏହି ଭ୍ରମକୁ ଦୂର କରିବା ପାଇଁ Whatsapp ଏକ ନୂଆ android ଅପଡେଟ୍ କରିଚି ଯାହା ମାଧ୍ୟମରେ ଭାଇରାଲ ମେସେଜ ବିଷୟରେ ସବିଶେଷ ବିବରଣୀ ମିଳିପାରିବ । ଏଥିରେ forward ମେସେଜ ଚିହ୍ନଟ କରିବା ସହିତ ଉକ୍ତ ମେସେଜ୍ କୁ ଫରୱାଡ୍ କରିବା ଦ୍ୱାରା ତାହାୂ ଫରୱାଡ୍ ମେସେଜ ବୋଲି ଜଣାଇଦେବ । ଫଳରେ ବ୍ୟକ୍ତ ଜଣକ ଜାଣିପାରିବେ କି ମେସେଜ ଟି ଅସଲି କି ନକଲି ବୋଲି । ତାହା ପୂର୍ବରୁ ମେସେଜ୍ଟି ଫରୱାଡ୍ ବୋଲି ଜାଣିହେବ । ମେସେଜ ଟି ଦେଇଥିବା ଓ ନେଇଥିବା ବ୍ୟକ୍ତିଙ୍କ ମେସେଜ୍ ଉପରେ forwarded ବୋଲି ଲେଖାଯିବ । ଭିଟା ଭର୍ସନ ମାଧ୍ୟମରେ Whatsapp ଏହାକୁ ଅପଡେଟ କରିଛି ।
Comments are closed.