ରାଜଉଆସରେ ବିରାଜିବେ ମା

ଭୁବନେଶ୍ୱର : ଚଳିତ ବର୍ଷ ଶୈଳଶ୍ରୀବିହାର ଫେଜ-୬ ଦୁର୍ଗାୂଜା ୨୯ ବର୍ଷରେ ପର୍ଦାଣ କରୁଛି । କେବଳ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଆୟୋଜନ ହେଉଥିବାରୁ ଏହି ପୂଜା ରାଜଧାନୀର ସବୁ ପୂଜାଠାରୁ ନିଆରା । କିଛି ଯୁବକ ବରିଷ୍ଠ ନାଗରିକ ମାନଙ୍କୁ ସାହ୍ରା୍ୟ କରୁଥିଲେ ବି ସେମାନେ ପ୍ରଚ୍ଛଦପଟରେ ରହି କାମ କରନ୍ତି ।

କେବେ ଆକର୍ଷଣୀୟ ତୋରଣ ନିର୍ମାଣ କରିବାରେ ଏହି କମିଟି କେବେ ପଛରେ ପଡିନାହିଁ । ଏଥର ମା ଙ୍କ ମୃର୍ତ୍ତି ନିର୍ମାଣ କରିବା ପାଇଁ କେନ୍ଦ୍ରାପଡାରୁ କାରିଗର ଆସିଛନ୍ତି । କଟକରେ ମେଢ କରିଗର ମାନେ ଆସିଛନ୍ତି ।

Comments are closed.