ରଜରେ ଝିିଅମାନେ ଚାହାଁନ୍ତି କଣ ?

ରଜ ହେଇଛି ଓଡିଶାର ଏକ ପୌରାଣିକ ପର୍ବ । ଯାହାକି ଝିଅମାନଙ୍କ ମନରେ ବିଭିନ୍ନ ପ୍ରକାରର ଆନନ୍ଦର ଢେଉ ନେଇ ଆସେ । କିଭଳି ଭାବରେ ସଜବାଜ ହୋଇ ଆକର୍ଷିତ ହୋଇପାରିବେ ସେଥିରେ ଲାଗିପଡନ୍ତି ସମସ୍ତେ । ମନ ମୁତାବକ ସୁନ୍ଦର ପୋଷାକ ପିନ୍ଧି ଯେବେ ଝିଅମାନେ ଚାଲିଯାଆନ୍ତି ଗାଁ ଦାଣ୍ଡରେ ସେବେ ପୁଅଙ୍କ ଅବସ୍ଥା କହିଲେ ନ ସରେ, ଯାହାକୁ ବେଶ୍ ପସନ୍ଦ କରନ୍ତି ଝିଅ । ବିଭିନ୍ନ ସ୍ଥାନକୁ ଯାଇ ବୁଲା ବୁଲି କରିବାରେ ମଜା ନିଅନ୍ତି ସେମାନେ । ଖାସ୍ ଝିଅମାନଙ୍କୁ ଦେଖେଇବା ପାଇଁ ପୁଅମାନେ ବି ବହୁତ ସଜେଇ ହୋଇ ବୁଲୁଥାନ୍ତି । ଭିଡଭିତରେ ବି ନିଜ ମନ ପସନ୍ଦସାଥିର ଟିକେ ଝଲକ୍ ଦେଖିବା ପାଇଁ ଖୋଜି ବୁଲନ୍ତି ।

Source : Instagramପ୍ରେମୀ ଯୁଗଳ ଏଥିରୁ ବାଦ୍ ଯିବେ ବା କିପରି । ପ୍ରେମିକାକୁ ନୁଆ ଡ୍ରେସ୍ ଓ ସଜବାଜରେ ଦେଖିବା ପାଇଁ ପ୍ରେମିକର ମନରେ ବେଶ୍ କୌତୂହଳ ସୃଷ୍ଟି ହୁଏ । ପରନ୍ତୁ ପ୍ରେମିକାମାନେ ତାଙ୍କୁ ଅପେକ୍ଷା କରେଇବା ଓ ହଇରାଣ କରିବାରେ ବହୁତ ମଜା ନିଅନ୍ତି । ସିନେମା ,ପାର୍କ କି ବାହାରେ ବୁଲାବୁଲି କରିବାକୁ ବହୁତ ପସନ୍ଦ କରନ୍ତି ।

Comments are closed.