ଗର୍ଭବତୀ ଛେଳିକୁ ଗଣଦୁଷ୍କର୍ମ ପରେ ହତ୍ୟା

ସତରେ କଣ କଲି ଯୁଗ ଶେଷ ହୋଇ ଆସିଗଲାଣି ??…କାରଣ ବର୍ତମାନ ସମୟରେ ବିଭିନ୍ନ ସ୍ଥାନରେ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟି ଯାଉଛି, ଯାହାକୁ ଶୁଣିଲେ ଲାଗୁଛି ଯେ ସତରେ କଳିଯୁଗ ଶେଷ ହୋଇଆସିଲାଣି । ଦେଶରେ ନାବାଳିକା ଦୁଷ୍କର୍ମ ବଢିଚାଲିଥିବା ବେଳେ ଏବେ ଛେଳିକୁ ଗଣବଲାତ୍କାରର ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା ଘଟିଛି ହରିୟାଣାର ମେଁବାଟ ଠାରେ । ଯେଉଁଠି ଗର୍ଭବତୀ ଛେଳିକୁ ବଳାତ୍କାର ଅଭିଯୋଗ କରିଛନ୍ତି ଛେଳିର ମାଲିକ ଅସୁଲ । ଜଣେ କି ଦୁଇଜଣ ନୁହେଁ, ୮ ଜଣ ଏହି ଦୁଷ୍କର୍ମର ସମ୍ପୃକ୍ତି ଥିବା କଥା କହିଛନ୍ତି ଛେଳିର ମାଲିକ । ଘଟଣାରେ ଛେଳିର ମୃତ୍ୟୁ ହୋଇଥିବା ବେଳେ ସମସସ୍ତ ଅଭିଯୁକ୍ତ ଫେରାର ଅଛନ୍ତି । ବର୍ତ୍ତମାନ ହରିୟାଣା ପୋଲିସ ଘଟଣାର ତଦନ୍ତ କରୁଛି । ଛେଳିର ମେଡିକାଲ ଯାଞ୍ଚ ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି । ଫୋଟୋ ସୌଜନ୍ୟ ANI

Comments are closed.