ପାସେଞ୍ଜର ଟ୍ରେନ ରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର

ଆଜି ସକାଳେ ୦୬:୩୦ ସମୟରେ ଗୁଣପୁର-ପୁରୀ ପାସେଞ୍ଜର ଟ୍ରେନ ର ଟଏଲେଟ ରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି। ଏନେଇ ଜୀଆର୍ପିଏଫ୍ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ମହିଳାଙ୍କୁ ଚଳନ୍ତା ଟ୍ରେନରେ ବଳତ୍କାର ପରେ ହତ୍ୟା କରାଯାଇଛି ଅଥବା ଅନ୍ୟ ସ୍ଥାନରେ ହତ୍ୟା କରାଯାଇ ଟ୍ରେନ ଭିତରେ ଫିଙ୍ଗି ଦିଆଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ବର୍ତ୍ତମାନ୍ ପ୍ରଶ୍ନ ଉଠେ ଯେ ଟ୍ରେନ ଭିତରକୁ ଶବ ଆସିଲା କିପରି ଅବା ଟ୍ରେନ ରେ ଯାତ୍ରୀ ମାନେ ଏବିଷୟରେ ଜାଣିପାରିଲେ ନାହିଁ କିପରି?

Comments are closed.