ଦାନଦକ୍ଷିଣା ଓ ସିସିଟିଭି ପରେ ମହାପ୍ରସାଦ
ଶ୍ରୀମନ୍ଦିରକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଚଳଚଞ୍ଚଳ ହୋଇଛନ୍ତି ମନ୍ଦିର ପ୍ରଶାସନ । ଦାନଦକ୍ଷିଣା ବନ୍ଦ ଓ ସିସିଟିଭି ପ୍ରଚଳନ ପରେ ମହାପ୍ରସାଦର ଉଚିତ୍ ମୂଲ୍ୟ ହେବା ଦରକାର ବୋଲି ପ୍ରଶାସନ କହିଛି । କିନ୍ତୁ ପ୍ରଶାସନର ଏହି ନିୟମକୁ ସମର୍ଥନ ଦେଉନାହାଁନ୍ତି ସେବାୟତ ଗୋଷ୍ଠୀ । ଯଦି ପେଟ ପାଟଣା ଉପରେ କୈାଣସି ପ୍ରତିରୋଧ ଆସେ, ତାହାଲେ ଆମେ ସେବାନୀତି ସ୍ଥଳରୁ ନିବୃତ ହେବା ସହ ଚାବି ଗଜପତିଙ୍କୁ ହସ୍ତାନ୍ତର କରିବୁ ବୋଲି ସେବାୟତମାନେ ଧମକ ଦେଇଛନ୍ତି ।
Comments are closed.