ସୌନ୍ଦର୍ଯ୍ୟତାର ରାଜ୍, ଆସନ୍ତୁ ଜାଣିବା ଏହାର କେତୋଟି ଉପାୟ

ପୁଅ ହେଉ କି ଝିଅ, ସୁନ୍ଦର ହେବା ପାଇଁ ସମସ୍ତେ ଚାହାନ୍ତି । ସେଥିପାଇଁ ସେମାନେ ବହୁତ ପ୍ରକାରର କୌଶଳ ମଧ୍ୟ ଆପଣାନ୍ତି ପରନ୍ତୁ ଏହା ନିଜର ବ୍ୟକ୍ତିତ୍ୱ, ଚରିତ୍ର ଓ ବ୍ୟବହାର ଉପରେ ୍ନିର୍ଭର କରେ । ତେବେ ଆପଣ ଯଦି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଚାହଁନ୍ତି ତେବେ ଆପଣାନ୍ତୁ ଏହି ୫ଟି ପ୍ରଣାଳି –
୧. ସ୍ମିତ ହସ – ହସିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଅନ୍ୟକୁ ଆକର୍ଷିତ ମଧ୍ୟ କରିଥାଏ । ଏହା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ଆସେ ଓ ସୌନ୍ଦର୍ଯ୍ୟକୁ ବଢାଇବାରେ ସାହାଯ୍ୟ କରେ ।
୨. ବ୍ୟାୟାମ – ଫିଟ୍ ରହିବାକୁ ହେଲେ ପ୍ରତ୍ୟେହ ବ୍ୟୟାମ ନିହାତି ଦରକାର । ଯାହା ଆମର ଶରୀରର ଆକାରକୁ ଠିକ୍ ରହିବା ସହିତ ଆକର୍ଷଣୀୟ କରିଥାଏ ।
୩. ସଠିକ୍ ପୋଷାକ ପରିଧାନ – ପୋଷାକ ମଧ୍ୟ ଆକର୍ଷଣର ଏକ ମାଧ୍ୟମ ଅଟେ । କେଉଁ ପର୍ବରେ କେଉଁ ପୋଷାକ ପରିଧାନ କଲେ ଲୋକେ ପସନ୍ଦ କରିବେ ତାହା ଉପରେ ଧ୍ୟାନ ଦେବା ଦରକାର ।
୪. ଶୟନ – ଶୋଇବା ଦ୍ୱାରା ମୁହଁର ଗ୍ଲୋ ଆସିବା ସହିତ ଫ୍ରେସ ଲାଗିଥାଏ । ପ୍ରତ୍ୟେହ ୮ ଘଣ୍ଟା ଶେଇବା ଅନିର୍ବାଯ୍ୟ ଅଟେ ।
୫. ଦୃଢ ବିଶ୍ୱାସ – ସବୁବେଳେ ନିଜ ଉପରେ ବିଶ୍ୱାସ ରଖିବା ନିହାତି ଦରକାର । ଏହାଦ୍ୱାରା ମନୋବଳ ସୃଦୃଢ ହେବା ସହିତ ସୌନ୍ଦର୍ଯ୍ୟ ବଢ଼ିଥାଏ ।

Comments are closed.